संदेश

ଅମାନିଆ ମନ

चित्र
ଏହି ପ୍ରେମ  ପୁରୀ ଠାରୁ ଆରମ୍ଭ ହୁଏ ! ମୁଁ  ପୁରୀ ରେ ମୋର ସ୍କୁଲ୍ ଶିକ୍ଷା ଆରମ୍ଭ କରିଥିଲି, ମୋ ସ୍କୁଲ ଜୀବନ ବହୁତ ଭଲ ଥିଲା ଏବଂ ମୁଁ ବହୁତ ଖୁସି ସ୍କୁଲ ଜୀବନ ବିତାଇଥିଲି! କିଏ  କଣ ସ୍କୁଲ୍ ସାଙ୍ଗ ମାନଙ୍କୁ ଭୁଲିଯାଏ ?  ସେମାନଙ୍କ ସହିତ ବିତାଇଥିବା ମୁହୂର୍ତ୍ତ,  ସମସ୍ତ ପୁଅ ଏବଂ  ଝିଅମାନେ ମଧ୍ୟ ମୋର ବହୁତ ଭଲ ବନ୍ଧୁ ଥିଲେ,  କିନ୍ତୁ ସେମାନଙ୍କ ମଧ୍ୟରେ ମୋର ଏକ ପ୍ରେମିକା ଥିଲା. ତାହାର ନାମ ମୁଁ ଏଠାରେ ପ୍ରକାଶ କରିପାରୁନାହିଁ.      ସ୍କୁଲ୍ ଜୀବନ ସମୟରେ ମୋ ପ୍ରେମର ପରିପ୍ରକାଶ କେବେ କରିପାରିନଥିଲି, କାରଣ ବାସ୍ତବରେ ସେତେବେଳେ ପ୍ରେମର ସଂଜ୍ଞା କିଛି ଜଣାନଥିଲା, ତଥାପି ଆମେ ଦୁହେଁ ଭଲ ବନ୍ଧୁ ଥିଲୁ! ଆମେ ଅନେକ ପୁଅ ଏବଂ ଝିଅ ସାଙ୍ଗ ଥିଲୁ କିନ୍ତୁ ସେ ଏତେ ମୋର ଘନିଷ୍ଟ ହୋଇଯାଇଥିଲା ଯେ ଦିନେ ନଦେଖିଲେ ମୋ ପେଟକୁ ଦାନା ଯାଉନଥିଲା ! ତାର ସେହି  ମୁଖମଣ୍ଡଳର ହସ ଏତେ ସୁନ୍ଦର ଥିଲାଯେ , ଅତ୍ୟନ୍ତ ଦୁଃଖରେ ଥିବା ବ୍ୟକ୍ତିଟି ଥରେ ଦେଖିଦେଲେ ତାର ସମସ୍ତ ଦୁଃଖ ଭୁଲିଯାଉଥିଲା.       ଆମ ଘର ସାମ୍ନାରେ ତାର  ଘର ଥିଲା, ସେ ବାଲକୋନୀକୁ ଆସିବା ମାତ୍ରେ ମୁଁ ଛାତ ଉପରକୁ ଚାଲିଯାଉଥିଲି ! ତା ସାଥିରେ କଥା ହେବାକୁ ଏତେ ଭଲ ଲାଗୁଥିଲାଯେ ମୁଁ ଖେଳିବା ଭୁଲି ଯାଇଥିଲି , ଏପରିକି ମୋ ପୁସ୍ତକରେ ତାର ପ୍ରତିଛବି ଦେଖୁଥିଲି !       ଆମେ ବିଦ୍ୟାଳୟରେ ଏତେ ମଜା କରୁଥିଲୁଯେ

THE EMPTY HOUSE

चित्र
When a truck full of goods stopped in the empty house in front, Poorva and Pushan felt as if thieves had entered their house. The front house was vacant for almost two years. There was a huge lawn outside the house and there were different types of trees. Four of guava, five of mango, as well as plum and phalse. Ten-year-old Poorva and nine-year-old Pushan used to play there as soon as they returned from school. It seemed as if the trees and plants of the house in front belonged to him. Nandu Kaka, the caretaker of the house, had also become his friend. Then one day Nandu Kaka told both that this house has got new owners. Will come next week to stay here. Meanwhile, the cleaning of the house started. Every day laborers came and started repairing the house, etc. When Pushan and Poorva return from school, they find that the house in front has changed a bit. There was a broken gate in front of the house, which anyone could open and enter. In its place, a huge iron gate wa